fbpx

ଡିସେମ୍ବର ୨୭ରୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍; ରାଉରକେଲା ଓ ରାଞ୍ଚିରେ ଖେଳାଯିବ ସବୁ ମ୍ୟାଚ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଡିସେମ୍ବର ୨୭ରୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍ । ଡିସେମ୍ବର ୨୭ରୁ ଫେବ୍ରୁଆରୀ ୧ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ସୂଚନା ଦେଲେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ । ଚଳିତ ହକି ଇଣ୍ଡିଆ ଲିଗ୍ ରେ ପୁରୁଷରେ ୫ଟି ଓ ମହିଳାରେ ୬ଟି ଟିମ୍ ନେବେ ଭାଗ। ରାଉରକେଲା ଓ ରାଞ୍ଚିରେ ଖେଳାଯିବ ସମସ୍ତ ମ୍ୟାଚ୍ । ଓଡ଼ିଶାର ମଧ୍ୟ ଏକ ଟିମ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବ ।

Get real time updates directly on you device, subscribe now.