• Likes
  • Followers
  • Subscribers
  • Followers
  • Android App
  • Wednesday, September 10, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Featured
  • Facebook ଆକାଉଣ୍ଟ ପାସଓ୍ବାର୍ଡ ଭୁଲିଯାଇଛନ୍ତି କି? ବିନା ନମ୍ବର-ଇମେଲରେ ଏଭଳି କରନ୍ତୁ ରିକୋଭରି

Facebook ଆକାଉଣ୍ଟ ପାସଓ୍ବାର୍ଡ ଭୁଲିଯାଇଛନ୍ତି କି? ବିନା ନମ୍ବର-ଇମେଲରେ ଏଭଳି କରନ୍ତୁ ରିକୋଭରି

By Ankita On Mar 16, 2025 at 4:23 PM
Share

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ଫେସବୁକ୍ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । କିନ୍ତୁ କେତେବେଳେ ଏପରି ହୁଏ ଯେ ଆକାଉଣ୍ଟ ପାସୱାର୍ଡ ଭୁଲିଯାଉ ଏବଂ ଏହା ସହିତ ଜଡିତ ନମ୍ବର କିମ୍ବା ଇମେଲ୍ ମଧ୍ୟ ଉପଲବ୍ଧ ନଥାଏ ।

ଏପରି ପରିସ୍ଥିତିରେ, ଆକାଉଣ୍ଟ ରିକୋଭର କରିବା କଷ୍ଟକର ମନେହୁଏ । କିନ୍ତୁ ନମ୍ବର ଏବଂ ଇମେଲ୍ ବିନା ମଧ୍ୟ ଆପଣଙ୍କର ଫେସବୁକ୍ ଆକାଉଣ୍ଟ ରିକୋଭର ହୋଇପାରିବ ।

ସର୍ବପ୍ରଥମେ ନିଜର ଆକାଉଣ୍ଟର ସଠିକ୍ ନାମ ମନେ ରଖିବା ଉଚିତ । ଏହାପରେ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ ପ୍ରୋଫାଇଲ୍ ଖୋଜିବାକୁ କୁହାଯିବ । ଫେସବୁକକୁ ଯାଆନ୍ତୁ ଏବଂ ଫରଗଟ ପାସଓ୍ବାର୍ଡ ଉପରେ କ୍ଲିକ୍ କରନ୍ତୁ । ଏବେ ଇମେଲ୍ ଠିକଣା କିମ୍ବା ନମ୍ବର ଦେବାକୁ କୁହାଯିବ । ଏଠାରେ ନିଜର ନାମ ଦେବା ପରେ କେତେକ ଆକାଉଣ୍ଟ ଦେଖାଯିବ ।

ଆହୁରି ପଢନ୍ତୁ

୧ ଓଭରରେ ୩ ଓ୍ୱିକେଟ୍… ଏକ ବର୍ଷ ପରେ…

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର…

ଯଦି ଆପଣ ଆପଣଙ୍କ ଆକାଉଣ୍ଟରେ ପୂର୍ବରୁ ଟ୍ରଷ୍ଟେଡ୍ କଣ୍ଟାକ୍ଟସ୍ ସେଟ୍ ଅପ୍ କରିସାରିଛନ୍ତି, ତେବେ ଏହି ପ୍ରକ୍ରିୟା ଆପଣଙ୍କ ପାଇଁ ବହୁତ ସହଜ ହେବ। No longer have access to these? କ୍ଲିକ୍ କରନ୍ତୁ । ଏବେ ଆପଣଙ୍କୁ ଟ୍ରଷ୍ଟେଡ୍ କଣ୍ଟାକ୍ଟସ୍ ରୁ ରିକୋଭର କୋଡ୍ ପଠାଇବାର ବିକଳ୍ପ ମିଳିବ । ଏହାପରେ ଆକାଉଣ୍ଟ ଫେରିପାଇବେ ।

ଯଦି Trusted Contacts ନାହିଁ, ତାହେଲେ Facebookର ହେଲ୍ପ ସେଣ୍ଟରର ସାହାଯ୍ୟ ନେଇ ଆଇଡେଣ୍ଟିଫାଇ ଭେରିଫିକେସନ ଫର୍ମ ଭରିବାକୁ ହେବ ।

Share

Prev Post

ଏଣିକି ପୋଷଣ କେନ୍ଦ୍ରରେ ମିଳିବ ରାସନ, କେନ୍ଦ୍ର ଓ ରାଜ୍ୟ ଉଭୟ ଦେବେ ସବ୍‍ସିଡି

Next Post

୨୦ରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି, ୩ ଦିନ ପରେ କମିବ ଖରା

You might also like More from author
Asia Cup

୧ ଓଭରରେ ୩ ଓ୍ୱିକେଟ୍… ଏକ ବର୍ଷ ପରେ ଟିମ୍ କୁ ଫେରିଲେ, ଆସୁ ଆସୁ ସଚ୍ଚିନ୍ ତେନ୍ଦୁଲକରଙ୍କୁ…

Featured

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର ରଶିରେ ଝୁଲି ଚମ୍ପଟ ମାରୁଛନ୍ତି ନେପାଳୀ ମନ୍ତ୍ରୀ !…

Breaking News

କିଏ ଏହି ସୁନ୍ଦରୀ ? ଯାହାଙ୍କ ପାଇଁ ନେପାଳରେ ଦେଖା ଦେଇଛି ଭୟଙ୍କର ପରିସ୍ଥିତି, କାହିଁକି ସେନା ମଧ୍ଯ…

Asia Cup

ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍ ଇଣ୍ଡିଆର ଏସିଆ କପ ଅଭିଯାନ ଆରମ୍ଭ, ସଣ୍ଡେରେ ସୁପର…

Featured

ଶୋଇବା ପୂର୍ବରୁ ଆଦୌ ଛୁଅନ୍ତୁ ନାହିଁ ଏହି ୬ଟି ଜିନିଷ, ନଚେତ ରାତି ତମାମ ରହିବେ ଅନିଦ୍ରା…

ଖବର

ଆପଣଙ୍କର ଗ୍ୟାସ ସମସ୍ୟା ଅଛି କି, ଏହି ଜିନିଷ ବ୍ୟବହାର କଲେ ମିଳିବ ଗଜବ ଫାଇଦା

Prev Next
Odisha Bhaskar

Recent Posts

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା ;…

୧ ଓଭରରେ ୩ ଓ୍ୱିକେଟ୍… ଏକ ବର୍ଷ ପରେ…

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର…

କିଏ ଏହି ସୁନ୍ଦରୀ ? ଯାହାଙ୍କ ପାଇଁ ନେପାଳରେ…

ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍…

ଶୋଇବା ପୂର୍ବରୁ ଆଦୌ ଛୁଅନ୍ତୁ ନାହିଁ ଏହି ୬ଟି…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

୧ ଓଭରରେ ୩ ଓ୍ୱିକେଟ୍… ଏକ ବର୍ଷ ପରେ…

(Viral Video )ଦେଖନ୍ତୁ କିଭଳି ହେଲିକପ୍ଟର…

କିଏ ଏହି ସୁନ୍ଦରୀ ? ଯାହାଙ୍କ ପାଇଁ ନେପାଳରେ…

ୟୁଏଇ ଚିତପଟାଙ୍ଗ, ଦମଦାର ବିଜୟ ସହ ଟିମ୍…

Prev Next 1 of 28,127
© 2025 - TK Digital All Rights Reserved.