fbpx

ICMRରେ ବାହାରିଛି ନିଯୁକ୍ତି ସୁଯୋଗ : ଏପରି କରନ୍ତୁ ଆବେଦନ

Advertisement

ନୂଆଦିଲ୍ଲୀ : ICMR ର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ନ୍ୟୁଟ୍ରିସନରେ ଖାଲିପଡିଛି ଅନେକ ପଦବୀ । ଏଠାରେ ଆସିଷ୍ଟାଣ୍ଟ ଗ୍ରୁପ ବି, ଟେକ୍ନିସିଆନ ଏବଂ ଲାବ୍ରୋଟାରୀ ଆଟେଡାଣ୍ଟ ପଦବୀରେ ଭର୍ତ୍ତି ହେଉଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରନ୍ତୁ । ଆବେଦନ କରିବାର ଶେଷ ତାରିଖ ୧୬ ଜୁନ୍‌ ରହିଛି ।

ଏଥିପାଇଁ ଅନଲାଇନ nin.res.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୪

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୧୬ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ କିଛି ପଦ ପାଇଁ ୧୨ଶ ପାସ୍‌ କରିଥିବା ଜରୁରୀ । ଆଉ କିଛି ପଦ ପାଇଁ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ପଦବୀ ଅନୁଯାୟୀ ଭିନ୍ନ ଭିନ୍ନ ରହିଛି ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଦେବାକୁ ହେବ । ପରୀକ୍ଷା ଜୁଲାଇରେ ହେବ ।

ଦରମା : ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀ ପାଇଁ ୩୫ ହଜାରରୁ ୧ ଲକ୍ଷ ଯାଏଁ ଦରମା ମିଳିବ । ଟେକ୍ନିକାଲ ଆସିଷ୍ଟା ପଦବୀ ପାଇଁ ୬୩ ହଜାର ଦରମା ରହିଛି ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 

Get real time updates directly on you device, subscribe now.