ଏହି ପରିସ୍ଥିତିରେ ମହିଳାମାନେ କାହା ସହ ବି ସମ୍ବନ୍ଧ ରଖିବାକୁ ହଁ କହିଦିଅନ୍ତି, ରିସର୍ଚ୍ଚରଙ୍କ ବଡ଼ ଖୁଲାସା
ମହିଳାମାନେ ଏହି ପରିସ୍ଥିତିରେ ଯେକୌଣସି ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ପ୍ରସ୍ତୁତ ହୋଇଯାଆନ୍ତି, ଜାଣନ୍ତୁ
ନୂଆଦିଲ୍ଲୀ: ଏଭଳି କିଛି ପରିସ୍ଥିତି ଅଛି, ଯେଉଁ ପରିସ୍ଥିତିରେ ମହିଳାମାନେ ଅନ୍ୟ ଯେକୌଣସି ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଏ ନେଇ ଅନେକ ଗୁଡିଏ ରିସର୍ଚ୍ଚ ହୋଇଛି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..
ରିସର୍ଚ୍ଚ: ଅନେକ ବିଶ୍ୱବିଦ୍ୟାଳୟ ଏବଂ ମନୋବିଜ୍ଞାନ ସଂସ୍ଥା ମିଶି ଏହି ରିସର୍ଚ୍ଚ କରିଛନ୍ତି। ରିସର୍ଚ୍ଚରମାନେ ୧୮ ବର୍ଷରୁ ୩୫ ବର୍ଷୀୟ, ୫ ହଜାର ମହିଳାଙ୍କ ଉପରେ ଏହି ରିସର୍ଚ୍ଚ କରିଥିଲେ।
ଏହି ରିସର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ମହିଳାମାନେ କେଉଁ ପରିସ୍ଥିତିରେ ଭାବବିହ୍ୱଳ ଏବଂ ଶାରୀରିକ ସମ୍ବନ୍ଧ ରଖିବାକୁ ପ୍ରସ୍ତୁତ ହେବାର କାରଣ।
କାରଣ: ଯେତେବେଳେ ଜଣେ ମହିଳା ନିଜେ ଏକୁଟିଆ ଏବଂ ଅସୁରକ୍ଷିତ ଅନୁଭବ କରେ, ସେହି ସମୟରେ ସେ ଯେକୌଣସି ବ୍ୟକ୍ତି ସହ ଶାରୀରିକ ସଂପର୍କ ସ୍ଥାପନ କରେ।
ଏହି ପରିସ୍ଥିତି ସେତେବେଳେ ଆସେ ଯେତେବେଳେ ମହିଳାଙ୍କୁ ଭାବବିହ୍ୱଳ ବା ଇମୋସନାଲ ସପୋର୍ଟ ଆବଶ୍ୟକ ପଡେ। ରିସର୍ଚ୍ଚରମାନେ ଏହା ମଧ୍ୟ ଲକ୍ଷ୍ୟ କରିଛନ୍ତି ଯେ, ଏହି ମହିଳାଙ୍କ ବ୍ୟବହାର ସାଧାରଣ ଅପେକ୍ଷା ଭିନ୍ନ ହୋଇଥାଏ।
ଏଥିସହ ରିସର୍ଚ୍ଚରମାନେ ଆହୁରି କାରଣ ମଧ୍ୟ କହିଛନ୍ତି ଯେ, ଯେତେବେଳେ ଜଣେ ମହିଳା ଚିନ୍ତାଗ୍ରସ୍ତ ଥାଏ, ଯେମିତିକି ଚାକିରିର ପ୍ରେସର, ସଂପର୍କରେ ସମସ୍ୟା ଏବଂ ଆର୍ଥିକ ପରିସ୍ଥିତି ଖରାପ, ଭାବନାତ୍ମକ କ୍ଷେତ୍ରରେ ଦୁର୍ବଳ ହୋଇଥାଏ।
ଏହି ସମୟରେ ତାଙ୍କର ମାନସିକ ସନ୍ତୁଳନ ବିଗିଡ଼ିଯାଏ ଏବଂ ସେମାନେ କାହା ସହ ବି ଶାରୀରିକ ସମ୍ବନ୍ଧ ରଖିବାକୁ ପ୍ରସ୍ତୁତ ହୋଇଯାଆନ୍ତି।
ଯେତେବେଳେ କୌଣସି ମହିଳା ନିଜକୁ ଏକୁଟିଆ ବା ଅସୁରକ୍ଷିତ ଅନୁଭବ କରେ, ସେହି ସମୟରେ ତାର ମସ୍ତିସ୍କ ଏକ ପ୍ରକାର ସୁରକ୍ଷା କବଚ କରିବାକୁ ସୃଷ୍ଟି କରିଥାଏ। ଏହି ପରିସ୍ଥିତିରେ ସେ ଏପରି ଏକ ବ୍ୟକ୍ତିକୁ ଖୋଜୁଥାଏ ଯିଏ ତାକୁ ଇମୋସନାଲ ସପୋର୍ଟ ଦେଉଥିବ।
ରିସର୍ଚ୍ଚରମାନେ ଏହା ମଧ୍ୟ କହିଛନ୍ତି ଯେ, ଏହି ପରିସ୍ଥିତିରେ ମହିଳାଙ୍କ ନିଷ୍ପତ୍ତି ନେବା ପ୍ରକ୍ରିୟା ବଦଳିଯାଇଥାଏ। ସେ ଖରାପ ନିଷ୍ପତ୍ତି ହିଁ ନେଇଥାଏ।
କେଉଁ କେଉଁ ରିସର୍ଚ୍ଚରେ ବର୍ଣ୍ଣନା କରାଯାଇଛି ଏହି କଥା: ୧)ରିସର୍ଚ୍ଚ ରିପୋର୍ଟ, ଜର୍ନାଲ ଅଫ ସାଇକୋଲଜିକାଲ ସାଇନସେଜ ୨୦୨୩। ୨) ଡ. ଏସକେ ଜୌହରୀ, ମନୋବୈଜ୍ଞାନିକ ବିଶେଷଜ୍ଞ। ୩) ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ, ୨୦୨୩।