ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କର ବଢିଲା ମହଙ୍ଗା ଭତ୍ତା । ୯ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ମହଙ୍ଗା ଭତ୍ତା ୨୩୦ ପ୍ରତିଶତରୁ ବଢି ୨୩୯ ପ୍ରତିଶତ ହୋଇଛି । ଏହି ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ ବୋଲି ଘୋଷଣା ହୋଇଛି ।