• Likes
  • Followers
  • Subscribers
  • Followers
  • Android App
  • Sunday, September 14, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • ଖବର
  • ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲ ସହ, ବଡ଼ ବଡ଼ ଅଭିନେତ୍ରୀଙ୍କ ଇନଷ୍ଟା ବ୍ଲକ କଲା ଭାରତ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲ ସହ, ବଡ଼ ବଡ଼ ଅଭିନେତ୍ରୀଙ୍କ ଇନଷ୍ଟା ବ୍ଲକ କଲା ଭାରତ

ପହଲଗାମ୍ ଆତଙ୍କୀ ହମଲାକୁ ନେଇ ପାକିସ୍ତାନ ବିରୋଧରେ ଭାରତର ବଡ଼ ସାଇବର ଆଟାକ୍।

By Subhasmita Das Last updated May 2, 2025 at 5:51 PM
Share

ନୂଆଦିଲ୍ଲୀ: ପୁଣି ପାକିସ୍ତାନକୁ ଝଟକା ଦେଲା ଭାରତ। ଗୋଟେ ପରେ ଗୋଟେ ବଡ଼ ପଦକ୍ଷେପ ନେଉଛି ଭାରତ। ପୂର୍ବରୁ ପାକିସ୍ତାନର ଅନେକ ଚ୍ୟାନେଲ ଭାରତରେ ବ୍ୟାନ କରାଯାଇଥିଲା। ଆଉ ଏବେ ସିଧା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିଦେଲା ଭାରତ।

ହଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହେବାଜ୍ ସରିଫଙ୍କ ୟୁଟ୍ୟୁବ ଚ୍ୟାନେଲ୍ ବ୍ଲକ। ସରିଫଙ୍କ ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲ ବ୍ଲକ କଲା ଭାରତ। ପହଲଗାମ୍ ଆତଙ୍କୀ ହମଲାକୁ ନେଇ ଭାରତର ସାଇବର ଆଟାକ୍।

ପାକିସ୍ତାନ ବିରୋଧରେ ଭାରତର ବଡ଼ ସାଇବର ଆଟାକ୍। କେବଳ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କରିଛି ଭାରତ ତା ନୁହେଁ, ଏହାସହ କ୍ରିକେଟ୍ ସାହିନ୍ ଆଫ୍ରିଦି, ବାବର ଆଜାମ, ରିଜଓ୍ୱାନଙ୍କ ଇନଷ୍ଟା ଆଇଡ଼ି ମଧ୍ୟ ବ୍ଲକ କଲା ଭାରତ।

ଆହୁରି ପଢନ୍ତୁ

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ…

Women’s Asia Cup 2025: ଫାଇନାଲରେ…

ପାକିସ୍ତାନର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କର ଇନଷ୍ଟା ମଧ୍ୟ ବ୍ଲକ କରିଛି ଭାରତ। ହାନିଆ ଅମିର ଏବଂ ଅଲ୍ଲୀ ଫାଜଲଙ୍କ ଇନଷ୍ଟା ଆକାଉଣ୍ଟ ମଧ୍ୟ ବ୍ୟାନ୍। ଏମିତି ଗୋଟେ ପରେ ଗୋଟେ ମାଷ୍ଟର ଷ୍ଟ୍ରୋକ୍ ଦେଉଛି ଭାରତ।

Share

Prev Post

ମାଟ୍ରିକ୍ ପାସ୍‌ହାର: ଗଜପତି ଜିଲ୍ଲା ୧-ନଂ, ସବାତଳେ କୋରାପୁଟ

Next Post

ଅମରାବତୀରେ ନୂଆ ଆରମ୍ଭ: ୬ ବର୍ଷ ପରେ ପୁଣି କ୍ୟାପିଟାଲ ପ୍ରୋଜେକ୍ଟ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

You might also like More from author
Breaking News

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

Asia Cup

Women’s Asia Cup 2025: ଫାଇନାଲରେ ପହଞ୍ଚିଲା ଭାରତ, ଟାଇଟଲ ପାଇଁ ଏହି ଦଳ ସହିତ କରିବ…

Breaking News

ଟ୍ରମ୍ପଙ୍କ ନୂଆ ରଣନୀତି; NATO ରାଜି ହେଲେ ଋଷିଆ ଉପରେ ଲଗାଇବେ କଠୋର ପ୍ରତିବନ୍ଧକ

ଦେଶ

ମୋଦିଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ମଣିପୁର ପୀଡ଼ିତା, କୁକି-ମେଇତେଇ ସଂଘର୍ଷର କଳା କାହାଣୀ କହିଲେ…

Breaking News

Bollywood Gossips: ଆଲିଆ ନୁହେଁ, ଏହି ତାରକାଙ୍କ ଫ୍ୟାନ୍ ରଣବୀର; ସେଲ୍ଫି ପାଇଁ ପଛରେ ଦୌଡ଼ିଲେ,…

Asia Cup

Asia Cup Inside Story: ଶୁଭମନ ଗିଲଙ୍କ ସାଙ୍ଗ ଜୁସ ଦୋକାନୀଙ୍କ ପୁଅ, ସାଙ୍ଗରେ ନେଇଗଲେ ଦୁବାଇ, ଆଉ…

Prev Next
Odisha Bhaskar

Recent Posts

ରାୟଗଡ଼ା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ…

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ…

Women’s Asia Cup 2025: ଫାଇନାଲରେ…

ଗର୍ଜନ ଛାଡ଼ିଲାଣି ସମୁଦ୍ର… ମାଡ଼ିଆସୁଛି…

IND vs PAK: ଆରମ୍ଭ ହେଲା ଘମାଘୋଟ ଲଢେଇ…

ଟ୍ରମ୍ପଙ୍କ ନୂଆ ରଣନୀତି; NATO ରାଜି ହେଲେ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

UIL ପକ୍ଷରୁ ଲଚୁଗୁଡା ଗ୍ରାମରେ ଗୋଷ୍ଠୀ…

Women’s Asia Cup 2025: ଫାଇନାଲରେ…

ଟ୍ରମ୍ପଙ୍କ ନୂଆ ରଣନୀତି; NATO ରାଜି ହେଲେ…

ମୋଦିଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ମଣିପୁର…

Prev Next 1 of 15,755
© 2025 - TK Digital All Rights Reserved.