fbpx
BJD SKY
BJD SKY

ରୁଷରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ କିଣିବ ଭାରତ

BJD

ନୂଆଦିଲ୍ଲୀ, ୨ା୭: ରୁଷରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ କିଣିବ ଭାରତ । ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ୨୧ଟି ମିଗ-୨୯ କିଣିଯିବା ସହ ବିମାନର ନବୀକରଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୧୨ଟି ସୁଖୋଇ ୩୦-ଏମକେଆଇ ବିମାନ କିଣିବା ପାଇଁ ମଧ୍ୟ ସବୁଜ ସଙ୍କେତ ମିଳିଛି । ଏଥିସହିତ ୨୧ ଟି ମିଗ୍-୨୯ ବିମାନ ରୁଷ ଠାରୁ କିଣାଯିବ । ସେହିପରି ୫୯ଟି ମିଗ୍-୨୯ ବିମାନର ଉନ୍ନତିକରଣ ମଧ୍ୟ କରାଯିବ । ଏନେଇ ୩୮ହଜାର ୯୦୦କୋଟିର ଚୁକ୍ତି ପାଇଁ ମଞ୍ଜୁରି ମିଳିଛି । ସୀମା ରକ୍ଷା ପାଇଁ ସଶସ୍ତ୍ର ବାହିନୀକୁ ମଜବୁତ କରିବା ପାଇଁ ଏହା ଅନୁମୋଦନ କରାଯାଇଛି ।

Get real time updates directly on you device, subscribe now.