fbpx

ଭାରତୀୟ ଗ୍ରାଣ୍ଡମାଷ୍ଟର ଏସପି ସେଥୁରମଣ ଜିତିଲେ ବାର୍ସେଲୋନା ଚେସ୍‌ ଟାଇଟଲ୍‌

ବାର୍ସେଲୋନା: ଭାରତୀୟ ଗ୍ରାଣ୍ଡମାଷ୍ଟର ଏସପି ସେଥୁରମଣ ଏଠାରେ ଅନୁଷ୍ଠିତ ବାର୍ସେଲୋନା ଓପନ ଚେସ୍‌ ଟାଇଟଲ । ଏହି ଟୁର୍ଣ୍ଣାମେଣ୍ଟର ନବମ ରାଉଣ୍ଡରୁ ସେଥୁରମଣ ୭.୫ ପଏଣ୍ଟ ଓ ରୁଷିଆର ଦାନିଏଲ ୟୁଫା ମଧ୍ୟ ସମାନ ପଏଣ୍ଟ ପାଇଥିଲେ ହେଁ ଶ୍ରେଷ୍ଠ ଟାଇ-ବ୍ରେକରରେ ଆଗୁଆ ହୋଇ ସେଥୁରମଣ ଚାମ୍ପିଅନ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ସେଥୁରମଣ ୬ ବିଜୟ ସହିତ ତିନି ମ୍ୟାଚ ଡ୍ର ରଖିଥିଲେ । ଭାରତର ଅନ୍ୟତମ ଚେସ ତାରକା କାର୍ତ୍ତିକେୟନ ମୁରଲୀ ୬.୪ ପଏଣ୍ଟ ସହିତ ତୃତୀୟ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.