fbpx
BSKY SKY
BSKY SKY

ଦେଶରେ ଦିନକରେ କୋରୋନାରେ ୬୮୦ ମୃତ

BSKY

ନୂଆଦିଲ୍ଲୀ,୧୫ ।୧୦: ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା କମିଛି । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୧ ହଜାର ୨୬୬ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୭ ହଜାର ୭୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୩୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ୦୭ ହଜାର ୦୯୭କୁ ବୃଦ୍ଧି ପାଇଛି ।

ଦିନକରେ ୮୧ ହଜାର ୫୧୪ ସୁସ୍ଥ । ଆରୋଗ୍ୟ ହେଲେଣି ୬୩.୮୩ ଲକ୍ଷ । ୮ ଲକ୍ଷ ୧୨ ହଜାର ୩୯୦ କୋରୋନା ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

Get real time updates directly on you device, subscribe now.