ଭୁବନେଶ୍ୱର: ଏକ ସୁସ୍ଥ ସମାଜର ମେରୁଦଣ୍ଡ ହେଉଛି ଶିକ୍ଷା। କିନ୍ତୁ ସ୍ୱାର୍ଥ ଲୋଭୀ ସମାଜରେ ଶିକ୍ଷା ପ୍ରଦାନକାରୀ ବ୍ୟକ୍ତି ବିଶେଷକୁ ଠିକ୍ ଭାବେ ଚିହ୍ନିବା ଏକ ପ୍ରତିଯୋଗିତାମୂଳକ ଆହ୍ୱାନ।
ଏହି ଆହ୍ୱାନକୁ ସ୍ୱୀକାର କରି ଶିକ୍ଷାବିତ୍ ତରୁଣ କୁମାର Innovative Classes ନାମରେ ୧୬ବର୍ଷ ପୂର୍ବେ ଏକ B.Ed. ଶିକ୍ଷାନୁଷ୍ଠାନ ଖୋଲିଥିଲେ।
ନିଜର କିଛି ସାଙ୍ଗମାନଙ୍କ ସହଯୋଗରେ ଉତ୍ତର ଓଡ଼ିଶାର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ଆଜିଭଳି ସାମ୍ପ୍ରତିକ ଶିକ୍ଷା କ୍ଷେତ୍ରରେ ତା’ର ଲୋକପ୍ରିୟତା ଏବଂ ସଫଳତା ହାସଲ କରିଛି।
ବିଏଡ୍ କୋର୍ସ ପାଇଁ ଭରସାଯୋଗ୍ୟ ଶିକ୍ଷାନୁଷ୍ଠାନ: ଦୀର୍ଘ ୧୬ବର୍ଷ ସେବା ଯୋଗାଇ ଆସୁଥିବା ଏହି ଶିକ୍ଷାନୁଷ୍ଠାରୁ ପ୍ରାୟତଃ ୧୨ ରୁ ୧୪ ହଜାର ଶିକ୍ଷାର୍ଥୀ B.Ed. ଶିକ୍ଷାରେ ଉତ୍ତୀର୍ଣ୍ଣ ଲାଭ କରିଥିବା ବେଳେ, ୬ ରୁ ୭ ହଜାର ଶିକ୍ଷକ ଓଡ଼ିଶାର ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରେ ଭିନ୍ନ ଭିନ୍ନ ସରକାରୀ ବିଦ୍ୟାଳୟରେ ନିଯୁକ୍ତି ହୋଇ ସେବାରତ ଅଛନ୍ତି। ଆଉ କିଛି ବିଦ୍ୟାର୍ଥୀ ଏବେ ନିଜ ଲକ୍ଷ୍ୟ ପଥରେ ଆଗକୁ ବଢୁଛନ୍ତି।
ଛତୁ ଫୁଟିଲା ଭଳି B.Ed. ଶିକ୍ଷାନୁଷ୍ଠାନ ଗୁଡ଼ିକ ବ୍ୟବସାୟ ଏବଂ ପ୍ରତିଯୋଗିତା ମୂଳକ ଚିନ୍ତନ ଯୋଗୁ ଅନେକ ଅଭାବୀ ବିଦ୍ୟାର୍ଥୀ ଠକାମୀରେ ଶିକାର ହୋଇ ନିଜ କ୍ୟାରିୟର ରୁ ହାତ ଧୋଇ ବସିଛନ୍ତି।
କେବଳ ନିଜର ଲୋଭନୀୟ କୋର୍ସ ଫି, ମିଠା କଥା ଏବଂ ସମ୍ପର୍କୀୟଙ୍କ ମାୟା ଜାଲରେ ନିଜକୁ ଆହୁତି ଦେଇ ସର୍ବଶ୍ୱାନ୍ତ ହେବା ବ୍ୟତୀତ ଆଉ କିଛି ନୁହେଁ।
ଉତ୍ତର ଓଡ଼ିଶାର ସର୍ବପୁରାତନ ଶିକ୍ଷା ଅନୁଷ୍ଠାନ: ସରକାରୀ ବିଦ୍ୟାଳୟମାନଙ୍କରେ ଶିକ୍ଷକ ଅଭାବକୁ ଦୂର କରିବା ନିମନ୍ତେ ବିଗତ ସରକାର ଏବଂ ବର୍ତ୍ତମାନ ସରକାର ବେଶ ତତ୍ପରତା ପ୍ରକାଶ କରୁଛନ୍ତି। ସେଥିପାଇଁ ନାନାଦି ପ୍ରକାରର ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଉଅଛି!
ତେବେ ପ୍ରଶ୍ନ ଉଠୁଛି ଏହି ଖାଲି ପଦବୀକୁ ପୂରଣ କରିବା ନିମନ୍ତେ ଶିକ୍ଷିତ ଯୁବକ ଯୁବତୀମାନେ କେଉଁ ଅନୁଷ୍ଠାନରୁ ଶିକ୍ଷା ଗ୍ରହଣ କରିବେ? ରେଗୁଲାର ବି.ଏଡ୍ ଏକ ଘରୋଇ ଶିକ୍ଷାନୁଷ୍ଠାନ ଦ୍ୱାରା କରିବା ସମ୍ଭବ କି? ପରୀକ୍ଷା କେଉଁ ବିଶ୍ଵବିଦ୍ୟାଳୟ ଅନ୍ତର୍ଭୁକ୍ତ ଏବଂ କେଉଁଠାରେ ଦେବାକୁ ହେବ?
ଯଦି ଓଡ଼ିଶା ବାହାରେ ତେବେ ଯିବା ଆସିବାର ସୁବିଧା, ଖର୍ଚ୍ଚ ଏବଂ ତତ୍ତ୍ୱାବଧାନର ଦାୟିତ୍ୱ କିଏ ନେବ ? ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କିମାରେ ।
ଏକ ଭରସାଯୋଗ୍ୟ, ଲୋକପ୍ରିୟ ପୁରାତନ ବି.ଏଡ୍ ଶିକ୍ଷା ଯୋଗାଇ ଅସୁଥିବା ଶିକ୍ଷାନୁଷ୍ଠାନ Innovative Classes ର ଚେୟାରମ୍ୟାନ ତରୁଣ ପଣ୍ଡାଙ୍କ ଏହି ସମସ୍ତ ପ୍ରଶ୍ନ ଉତ୍ତର ଦେବାକୁ ଯାଇ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ପ୍ରଶ୍ନ:- ଖାଲି ପଦବୀ ପୂରଣ ନିମନ୍ତେ କେଉଁ ଶିକ୍ଷାନୁଷ୍ଠାନରୁ ଶିକ୍ଷିତ ଯୁବକ ଯୁବତୀମାନେ ବିଏଡ୍ କୋର୍ସ ପାଇଁ
ଶିକ୍ଷା ଗ୍ରହଣ କରିବେ ?
ଉତ୍ତର:- ସର୍ବ ପୁରାତନ ଏବଂ ଅଧିକ ପାସ୍ ହାର ଥିବା ଶିକ୍ଷାନୁଷ୍ଠାନ, ତା’ ସହିତ ସୁରକ୍ଷା ଦୁଷ୍ଟିରୁ ମଜବୁତ୍ ଥିବା ଅନୁଷ୍ଠାନରୁ ଶିକ୍ଷା ଗ୍ରହଣ ଉଚିତ୍ ହେବ। ସେହି ଦୃଷ୍ଟି କୋଣରୁ ବିଶ୍ୱାସଯୋଗ୍ୟ ଅନୁଷ୍ଠାନ ହେଉଛି Innovative Classes।
ପ୍ରଶ୍ନ:- ରେଗୁଲାର ବି.ଏଡ୍ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କରିବା ଏବଂ ଚାକିରୀ କରିବା ସମ୍ଭବ କି?
ଉତ୍ତର:- ନିଶ୍ଚିତ ଆଜକୁ ଆମ ଶିକ୍ଷାନୁଷ୍ଠାରୁ ପ୍ରାୟତଃ ୬ ହଜାରରୁ ଅଧିକ ଛାତ୍ର ଛାତ୍ରୀ ସରକାରୀ ବିଦ୍ୟାଳୟମାନଙ୍କରେ ସେବାରତ ଅଛନ୍ତି। ଏହାଠୁଁ ଅଧିକ ଦୃଷ୍ଟାନ୍ତ ଆଉ କ’ଣ ହୋଇପାରେ।
ପ୍ରଶ୍ନ:- କୋର୍ସ ଫି କେତେ ଦେବାକୁ ପଡ଼ିବ ?
ଉତ୍ତର:- ଏହି ପ୍ରଶ୍ନର ଉତ୍ତର ହିଁ ପିଲାମାନଙ୍କର କ୍ୟାରିୟର ତିଆରି କରିବାରେ ଚ୍ୟାଲେଞ୍ଜ ହୋଇ ପଡ଼େ। ସେଥିପାଇଁ ଠକାମୀରେ ଶିକାର ହୋଇ ନିଜ ଅର୍ଥ ଏବଂ ସମୟ ନଷ୍ଟ କରିଥାନ୍ତି।
ଏହା ନିର୍ଭର କରେ ପିଲା କେଉଁ ବିଶ୍ଵବିଦ୍ୟାଳୟ ଅନ୍ତର୍ଭୁକ୍ତ କଲେଜରେ ପରୀକ୍ଷା ଦେଉଛି । କାରଣ ବିଶ୍ୱବିଦ୍ୟାଳୟ ଅନୁଯାୟୀ କୋର୍ସ ଫିରେ ଭିନ୍ନତା ରହିଥାଏ।
ତଥାପି innovative Classes ସର୍ବବର୍ଗୀୟ ପିଲାଙ୍କୁ ସୁହାଇଲା ଭଳି କୋର୍ସ ଫି ଡିମାଣ୍ଡ କରିଥାଏ। ଯେଉଁଥିରେ ଠକ ସଂସ୍ଥା ଭଳି କୌଣସି ହିଡେନ୍ ଚାର୍ଜ ଲଗାଇ ନଥାଏ|
ପ୍ରଶ୍ନ: Admission କେଉଁ ବିଶ୍ୱବିଦ୍ୟାଳୟରେ କରିବାକୁ ପଡ଼ିବ ?
ଉତ୍ତର:- ବର୍ତ୍ତମାନ ବିଶେଷତଃ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ, ଆନ୍ଧ୍ର କେଶରୀ ଏବଂ ଯୋଗୀ ବେମାନା ବିଶ୍ୱବିଦ୍ୟାଳୟରେ Admission ଉପଯୋଗୀ ହୋଇ ପାରୁଛି।
ପ୍ରଶ୍ନ:- ଏ ସମସ୍ତ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ନା ଓଡ଼ିଶା ବାହାରେ ?
ଉତ୍ତର:- ଓଡ଼ିଶାର ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ।
ପ୍ରଶ୍ନ:- ଏହା ଆମ ଓଡ଼ିଶାର କେଉଁ କେଉଁ ବିଶ୍ୱବିଦ୍ୟାଳୟ ସହିତ ଲକ୍ୟୁଇଭେଲେଣ୍ଟ ଅଛି ?
ଉତ୍ତର:- ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ଅଛି।
ପ୍ରଶ୍ନ:- ପରୀକ୍ଷା ଯଦି ଓଡ଼ିଶା ବାହାରେ ଦେବାକୁ ହେବ,ସେଥିପାଇଁ ଯିବା ଆସିବାର ସୁବିଧା, ଖର୍ଚ୍ଚ ଏବଂ ସୁରକ୍ଷା ବ୍ୟବସ୍ଥା କ’ଣ ?
ଉତ୍ତର:- ସେଥିପାଇଁ ଚିନ୍ତା କରିବାରେ କୌଣସି କାରଣ ନାହିଁ। ଆଜକୁ ୧୬ ବର୍ଷ ହେବ ନୀରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଛି ଏବଂ ଆମ୍ଭ ବ୍ୟବସ୍ଥାକୁ ଅନେକ ଶିକ୍ଷାନୁଷ୍ଠାନ ଅନୁକରଣ କରି ନିଜର ଅନୁଷ୍ଠାନକୁ ଚଳାଇ ଆସୁଛନ୍ତି।
ବିଶେଷକରି ଶିକ୍ଷକତା କରିବା ପାଇଁ ମହିଳା ମାନେ (ବିବାହିତା ଏବଂ ଅବିବାହିତା) ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି। ସେଥିପାଇଁ ଆମ୍ଭେ ଟ୍ରେନ ଏବଂ ବସ୍ ର ବ୍ୟବସ୍ଥା କରିଥାଉ।
ଅନେକାଂଶରେ ପିଲାମାନେ ବସ୍ରେ ଗଲେ ବାନ୍ତି ଏବଂ ନିଜକୁ ଅସଞ୍ଜତ ମନେ କରନ୍ତି ସେଥିପାଇଁ ଆମ୍ଭେ ବସ୍ରେ ଆବଶ୍ୟକତାରୁ ଅଧିକ ସିଟ୍ Provide କରିଥାଉ। ଅର୍ଥାତ୍ ୬୨ଟି ସିଟ୍ ବିଶିଷ୍ଟ ବସ୍ରେ ୪୫ ଜଣଙ୍କୁ ଦେଇଥାଉ। ଯେଉଁଥିରେ ମୁକ୍ତଭାବରେ ଚଳପ୍ରଚଳ କରିବା ସହଜ ହୋଇଥାଏ।
ଆନ୍ଧ୍ର ପ୍ରଦେଶରେ ଖାଦ୍ୟ ଆମ୍ଭ ଓଡ଼ିଶା ପିଲାଙ୍କୁ ଅରୁଚିକର ହେଉଥିବା କାରଣରୁ ଆମ୍ଭେ ଓଡ଼ିଆ ରୋଷେଇୟାକୁ ନେଇ ଓଡ଼ିଆ ଖାଦ୍ୟ ପରସି ଥାଉ ସେଠାରେ ରହିବା ପାଇଁ ହୋଟେଲ, ପାବଶାଳା, ଗେଷ୍ଟ ହାଉସ ଆଦି ବୁକ୍ କରାଯାଏ।
ଯେଉଁଥିରେ ସଭିଁଙ୍କୁ ଖଟ ସହିତ ଗଦି ମଧ୍ୟ ଉପଲବ୍ଧ କରାଇଥାଉ। ବ୍ୟକ୍ତିଗତ ଭାବେ ଏହା ହେଉଥିବା ଖର୍ଚ୍ଚ ଠୁଁ ୨୦ ରୁ ୩୦ ପ୍ରତିଶତ କମ ଅର୍ଥ ରାଶି ଆମ୍ଭେ ନେଇଥାଉ।
ବିଶେଷ କରି ସମସ୍ତ ବର୍ଗର ପିଲାମାନଙ୍କୁ ସୁହାଉଥିବା ଭଳି ଅର୍ଥ ରାଶି ନିଆଯାଏ। ପିଲାମାନଙ୍କର ଦେଖା ଶୁଣା ଏବଂ ତଦାରଖ କରିବା ପାଇଁ ଅତିରିକ୍ତ ସେବକମାନଙ୍କୁ ମଧ୍ୟ ସାଙ୍ଗରେ ନିଆଯାଏ।
ପ୍ରଶ୍ନ:- Admission କରିବା ପରେ କ୍ଲାସ୍ କରିବା ପାଇଁ କ’ଣ ସୁବିଧା ଅଛି ?
ଉତ୍ତର:- Online ଓ Offlineର ବନ୍ଦୋବସ୍ତ ଅଛି। ପିଲା ଯେମିତି Suitable ହେବେ ସେମିତି କ୍ଳାସ କରିପାରିବେ। ସମସ୍ତ Study Material ମଧ୍ୟ ପିଲାକୁ ଯୋଗାଇ ଦିଆଯାଏ।
ପ୍ରଶ୍ନ:- ପିଲାମାନଙ୍କର ପଢ଼ିବା ସମୟରେ ପାଠ ପଢ଼େଇବାର ଅଭିଜ୍ଞତାକୁ ବୃଦ୍ଧି କରିବା ନିମନ୍ତେ ସେମିତି କିଛି ସ୍ୱତନ୍ତ୍ର ବ୍ୟବସ୍ଥା ଅଛି କି?
ଉତ୍ତର:- ବର୍ତ୍ତମାନ ସୁଦ୍ଧା ସେମିତି ବ୍ୟବସ୍ଥା ପ୍ରାୟତଃ କୌଣସି ଅନୁଷ୍ଠାନରେ ନାହିଁ କିନ୍ତୁ Innovative Classes ‘ Innovative Residential School ରେ ପିଲାମନଙ୍କୁ ପାଠ ପଢ଼େଇ ନିଜ ଜିଜ୍ଞାସାକୁ ଶାନ୍ତ କରିବାର ସୁଯୋଗ ଓ ସୁବିଧା ଦେଇଥାଏ। ଏହା କେବଳ ବାଲେଶ୍ୱର ଶାଖାରେ ଉପଲବ୍ଧ।
ପ୍ରଶ୍ନ:- ଏହା ଓଡ଼ିଶାରେ କେଉଁ କେଉଁ ଜିଲ୍ଲାରେ ଅବସ୍ଥାପିତ ?
ଉତ୍ତର :- Innovative Classes ଏବଂ The Creator ନାମରେ ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲାମାନଙ୍କରେ ସଦର ମହକୁମାରେ ଅବସ୍ଥିତ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ବ୍ୟତୀତ ଅନ୍ୟ ଜିଲ୍ଲାମାନଙ୍କରେ ଯେପରି ସମ୍ବଲପୁର, ଅନୁଗୁଳ, କେନ୍ଦ୍ରାପଡ଼ା ଇତ୍ୟାଦି ସାରା ଓଡ଼ିଶାରେ ଏହାର Branches ଅଛି।
ପ୍ରଶ୍ନ:- କୋର୍ସ ଫି କ’ଣ ଏକା ସଙ୍ଗରେ ପୈଠ କରିବାକୁ ପଡ଼ିବ ?
ଉତ୍ତର:- ଆଦୌ ନୁହେଁ ଯଦି ସମସ୍ତ ଅର୍ଥରାଶି ଜଣେ ଏକା ସାଙ୍ଗରେ ଦେବାକୁ ସମର୍ଥ ନୁହେଁ, ପ୍ରତି ସେମିଷ୍ଟାରରେ ମଧ୍ୟ ଦେଇପାରିବେ।
ପ୍ରଶ୍ନ: Innovative Classes ରେ Admission ନେବାକୁ ହେଲେ,ଯୋଗାଯୋଗର ମାଧ୍ୟମ କଣ ଅଛି ?
ଉତ୍ତର: ଉପରୋକ୍ତ ସୂଚନାରେ ଆମ୍ଭେ ସୂଚାଇଛୁ କି ଅଧିକାଂଶ ଜିଲ୍ଲାରେ ସଦର ମହକୁମାରେ ଆମର ଅଫିସ ଅଛି। ଏତଦଭିନ୍ନ ଆପଣମାନେ ଆମର ୱେବ ସାଇଟ www.Innovativegroup.org.in
ମୋବାଇଲ ନମ୍ବର: 9438322736 ରେ ମଧ୍ୟ ଯୋଗାଯୋଗ କରିପାରିବେ।