fbpx

ଚାଷୀଙ୍କ ପାଇଁ ବଢିଲା ବୀମା ଅବଧି

ଭୁବନେଶ୍ୱର,୨ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀର କାୟା ବଢିଚାଲିଥିବା ବେଳେ ଚାଷୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ପିଏମ ଫସଲ ବୀମା ଯୋଜନାରେ ଚାଷୀଙ୍କ ବୀମାଭୁକ୍ତ ସମୟସୀମା ବୃଦ୍ଧି କରାଯାଇଛି । ଚଳିତ ଖରିଫ ଋତୁରେ ୫ ଅଗଷ୍ଟ ଯାଏ ଚାଷୀମାନେ ବୀମାଭୁକ୍ତ ହୋଇପାରିବେ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.