CHARIDHAM

ଇରାନ-ଇସ୍ରାଏଲ ଯୁଦ୍ଧ, ସମୀକ୍ଷା ବୈଠକ ଡାକିଲେ ଆମେରିକା ରାଷ୍ଟ୍ରପତି

ନାଟୋ ସମିତି ବୈଠକ ରଦ୍ଦ କରି ବୈଠକ ଡାକିଲେ ଟ୍ରମ୍ପ।

ଆମେରିକା: ବୈଠକ ଡାକିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସମୀକ୍ଷା ବୈଠକ ଡାକିଲେ ଆମେରିକା ରାଷ୍ଟ୍ରପତି। ଇରାନ ଓ ଇସ୍ରାଏଲ ଯୁଦ୍ଧ ଭିତରେ ପ୍ରବେଶ କରିଛି ଆମେରିକା।

ଇସ୍ରାଏଲକୁ ସମର୍ଥନ କରି ଇରାନ ଉପରେ ଆଟାକ୍ କରିଛି ଆମେରିକା। ଯାହାର ରାଗ ଇସ୍ରାଏଲ ଉପରେ ସୁଝାଇଛି ଇରାନ। ଫଳରେ ଆମେରିକାରେ ହାଇ ଆର୍ଲଟ ଜାରି ହୋଇଛି।

ଆମେରିକାର ଧାର୍ମିକ ସ୍ଥଳି ବଜାର ସହରରେ ହାଇ ଆର୍ଲଟ ଜାରି ହୋଇଛି। ଆଉ ଯୁଦ୍ଧ ଆଶଙ୍କାକୁ ନେଇ ଆଜି ବୈଠକ ଡାକିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ନାଟୋ ସମିତି ବୈଠକ ରଦ୍ଦ କରି ବୈଠକ ଡାକିଲେ ଆମେରିକା ରାଷ୍ଟ୍ରପତି। ନ୍ୟାସନାଲ ସିକ୍ୟୁରିଟି ବୈଠକ ଡାକିଲେ ଟ୍ରମ୍ପ।