fbpx

BIG BREAKING: ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଆହତ

ଓଡ଼ିଶା ଭାସ୍କର: ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଆହତ। ବୌଦ୍ଧରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ପୋରଣ ହୋଇଛି। କଣ୍ଟାମାଳ ଥାନା ନାଲିକୁମ୍ପା ଜଙ୍ଗଲରେ ଏହି ସର୍ଚ୍ଚ ଅପରେସନ ଜାରି ରହିଥିଲା।

ସୂଚନା ଅନୁଯାୟୀ, ଲ୍ୟାଣ୍ଡମାଇନ ବିସ୍ପୋରଣ ଫଳରେ ୨ ରୁ ଅଧିକ SOG ଯବାନ ଆହତ ହୋଇଛନ୍ତି। ତେବେ ତୁରନ୍ତ ଆହତ ଯବାନଙ୍କୁ ଏୟାର ଲିଫ୍ଟ କରାଯାଇଛି। ବର୍ତ୍ତମାନ ଆହତ ଯବାନ ସୋନପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

 

Get real time updates directly on you device, subscribe now.