fbpx

ବିଜେପିରେ ମିଶିଲେ ଜୀବନ ପ୍ରଦୀପ

ଭୁବନେଶ୍ୱର,୧୪ ।୧(ଓଡିଶା ଭାସ୍କର): ଆଜି ବିଜେପିରେ ପୁଣି ସାମିଲ ହୋଇଛନ୍ତି ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ଉପସ୍ଥିତିରେ ଜୀବନ ଦଳରେ ସାମିଲ ହୋଇଛନ୍ତି । ତେବେ ବାଲେଶ୍ୱର ଉପନିର୍ବାଚନ ପରେ ବିଜେଡିରୁ ବହିଷ୍କୃତ ହୋଇଥିଲେ । ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ବିଦା କରାଯାଇଥିଲା । ପୂର୍ବରୁ ବିଜେପିରୁ ଆସି ଜୀବନ ପ୍ରଦୀପ ବିଜେଡିରେ ଯୋଗ ଦେଇଥିଲେ । ଆଜି ପୁଣି ଜୀବନ ବିଜେପିକୁ ଫେରିଛନ୍ତି ।

Get real time updates directly on you device, subscribe now.