fbpx

OPSCରେ ବାହାରିଲା ଅନେକ ପଦବୀ, ଅଗଷ୍ଟ ୧୨ ତାରିଖ ପୂର୍ବରୁ ଶୀଘ୍ର କରନ୍ତୁ ଆବେଦନ

ସରକାରୀ ଚାକିରି କରିବାକୁ ଇଚ୍ଛୁକ ଥିବା ପିଲାମାନଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ୧୦୨ଟି ପଦବୀ ଖାଲି ରହିଛି । ଆସିଣ୍ଟାଣ୍ଟ ଏଗ୍ରିକଲଚର ଇଞ୍ଜିନିୟର ପୋଷ୍ଟ ପାଇଁ ଏହି ବିଜ୍ଞପ୍ତି ବାହାରିଛି । ପ୍ରାର୍ଥୀମାନେ ଭାରତ ସରକାରଙ୍କ ଯେ କୌଣସି ୟୁନିଭରସିଟି କିମ୍ବା ଶିକ୍ଷାନୁଷ୍ଠାନରୁ ଏଗ୍ରିକଲଚର ଇଞ୍ଜିନିୟରିଂରେ ଡିଗ୍ରୀ କରିଥିବା ଆବଶ୍ୟକ ।

ଅନଲାଇନ ଆବେଦନ ଆରମ୍ଭ ତାରିଖ: ୦୬.୦୭.୨୦୨୨

ଅନଲାଇନ ଆବେଦନ ଅନ୍ତିମ ତାରିଖ: ୧୨.୦୮.୨୦୨୨

ଅନଲାଇନ ଆପ୍ଲାଏ ଲିଙ୍କ: https://opsc.gov.in/Public/OPSC/Default.aspx

ଅଫିସିଆଲ ବିଜ୍ଞପ୍ତି: https://nijuktikhabar.in/wp-content/uploads/2022/07/Notification-OPSC-Assistant-Agriculture-Engineer-Recruitment-2022.pdf

ଅଫିସିଆଲ ୱେବସାଇଟ୍: https://www.opsc.gov.in/Public/OPSC/Default.aspx

Get real time updates directly on you device, subscribe now.