fbpx

ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଜିଆରଏସ: ଜବ୍ କାର୍ଡ କରାଇଦେବା କହି ନେଉଥିଲେ ୪ ହଜାର

ଉଦଳା: ରାଜ୍ୟରେ ଧରାପଡ଼ୁଛନ୍ତି ଗୋଟିଏ ଗୋଟିଏ ଲାଞ୍ଚୁଆ ସରକାରୀ ବାବୁ । ଏହି କ୍ରମରେ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉଜଣେ ସରକାରୀ ବାବୁ । ଲାଞ୍ଚ ନେବାବେଳେ ଧରାପଡ଼ିଲେ କପ୍ତିପଦା ଲାବଣ୍ୟଦେଇପୁରର ଜିଆରଏସ ନିକୁଞ୍ଜ ବିଶ୍ୱାଳ ।

ସୂଚନା ଅନୁଯାୟୀ, ଜବ୍ କାର୍ଡ ପାଇଁ ୪ ହଜାର ୫ ଶହ ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନିକୁଞ୍ଜ ବିଶ୍ୱାଳ ।

Get real time updates directly on you device, subscribe now.