fbpx

ଜ୍ୟୋତିଷଙ୍କ ମତାମତ: ଜୁଲାଇ ମାସର ପ୍ରଥମ ସପ୍ତାହ ଏହି ୪ଟି ରାଶି ପାଇଁ ଅତ୍ୟନ୍ତ ଶୁଭଦାୟକ

Advertisement

ଜୁନ୍ ମାସ ସରିଛି ଆଉ ଆରମ୍ଭ ହେବାକୁ ଯାଉଛି ଜୁଲାଇ ମାସ । ତେଣୁ ଜୁଲାଇ କାହା ପାଇଁ କିପରି ରହିବ ତାହା ଜାଣିବା ନିହାତି ଆବଶ୍ୟକ । ତେବେ ଜୁଲାଇ ମାସର ପ୍ରଥମ ସପ୍ତାହ ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ ବୋଲି କୁହାଯାଉଛି । କୁମ୍ଭ ରାଶି ସମେତ ୫ଟି ରାଶିର ଲୋକମାନେ ଜୁଲାଇ ମାସର ଚଳିତ ମାସର ପ୍ରଥମ ସପ୍ତାହରେ ବିଶେଷ ଭାବେ ଉପକୃତ ହେବେ । ଏହି ୫ଟି ରାଶିର ଲୋକମାନେ ଧନ, ବ୍ୟବସାୟ, କ୍ୟାରିୟର କ୍ଷେତ୍ରରେ ଖ୍ୟାତି ଅର୍ଜନ କରିବେ ।

ଜ୍ୟୋତିଷ ଗଣନା ମୁତାବକ, ଜୁଲାଇ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଗ୍ରହ-ନକ୍ଷତ୍ରମାନଙ୍କର ଚଳନ ପାଞ୍ଚଟି ରାଶି ପାଇଁ ଶୁଭଦାୟକ ହେବ ।

ମେଷ: ଏହି ରାଶିର ଲୋକଙ୍କୁ ଚଳିତ ସପ୍ତାହରେ ଧନପ୍ରାପ୍ତି ହେବ । ଏମାନଙ୍କର କ୍ୟାରିୟରରେ ଅନେକ ପରିବର୍ତ୍ତନ ଆସିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଘଟିବ । ଏଥିସହିତ ସନ୍ତାନ ପ୍ରାପ୍ତି କ୍ଷେତ୍ରରେ ଶୁଭ ସମ୍ବାଦ ଆସିବ ।

ମିଥୁନ: କାର୍ଯ୍ୟ-ବ୍ୟବସାୟରେ ଉନ୍ନତି ହେବ । କ୍ୟାରିୟର ନୂଆ ଦିଗ ନେବ । ଅଟକି ରହିଥିବା ଧନ ପ୍ରାପ୍ତି ହେବ । ପାଠପଢ଼ା କ୍ଷେତ୍ରରେ ଭଲ ଫଳାଫଳ ଆସିବ ।

ସିଂହ: ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବା ସହିତ ଧନ ସମ୍ପତ୍ତି ଲାଭ ହେବ । ଚାକିରି କ୍ଷେତ୍ରରେ ସୁସମ୍ବାଦ ମିଳିପାରେ । ମାନ ସମ୍ମାନ ବଢ଼ିବା ସହିତ ପରିବାରରେ ଖୁସି ଆସିବ ।

ତୁଳା: ଧନ କ୍ଷେତ୍ରରେ ସୁଧାର ଆସିବ । କ୍ୟାରିୟରରେ ସମସ୍ୟା ଦୂର ହେବ । କୌଣସି ମିତ୍ରର ସହଯୋଗରେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ ।

Get real time updates directly on you device, subscribe now.