fbpx

ଜୁନିୟର ବିଶ୍ୱକପ୍ ହକି: କଳିଙ୍ଗ ଷ୍ଟାଡିୟମରେ ଗୋଲ ବର୍ଷା, ଆମେରିକାକୁ ୧୭-୦ରେ ହରାଇଲା ସ୍ପେନ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱ କପ୍ ଆରମ୍ଭ ହୋଇ ଯାଇଛି । ଆଜି ଥିଲା ଦ୍ୱିତୀୟ ଦିନ । ମ୍ୟାଚରେ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ୍ କରିବାରେ ସ୍ପେନ ର ନୂଆ ରେକର୍ଡ । ଜୁନିଅର୍ ହକି ବିଶ୍ଵକପ ରେ ଆମେରିକାକୁ ୧୭-୦ ଗୋଲରେ ପରାସ୍ତ କଲା ସ୍ପେନ। ସ୍ପେନ ତରଫରୁ ଗିଅର୍ଡ କ୍ଲେପଶ୍ ସର୍ବାଧିକ ୪ ଟି ଗୋଲ୍ କରିଥିବା ବେଳେ ପେପେ କନିଲ, ରାଫେଲ ଭିଳାଲୋଙ୍ଗା ଏବଂ ମନୁଏଲ୍ ରୋଦ୍ରିଗଜ୍ ୨ ଟି ଲେଖାଏଁ ସ୍କୋର କରିଥିଲେ। ଅପରପକ୍ଷେ ଆମେରିକା ଏହି ମ୍ୟାଚରେ ଗୋଟିଏ ବି ଗୋଲ୍ କରି ପାରିନଥିଲା। ଏହା ସହିତ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ୍ କରିବାରେ ନୂଆ ରେକର୍ଡ ସ୍ପେନ ନିଜ ନା ରେ ହିଁ କରିଛି। ଯାହାକି ପୂର୍ବରୁ ଆରଜେଣ୍ଟିନା ନାରେ ଥିଲା। ଯାହା ଆଜି ସକାଳେ କୋରିଆ ବିପକ୍ଷରେ ୧୪ ଟି ଗୋଲ୍ ସ୍କୋର କରିଥିଲା।

Get real time updates directly on you device, subscribe now.