fbpx
BSKY SKY
BSKY SKY

BIG BREAKING: କେନ୍ଦୁଝର ରୁଗୁଡ଼ି ସ୍ଥିତ ଷ୍ଟିଲପ୍ଲାଣ୍ଟରେ ବିସ୍ଫୋରଣ

BSKY

ଓଡିଶା ଭାସ୍କର: କେନ୍ଦୁଝର ରୁଗୁଡ଼ି ଥାନା ଅଧୀନ ବରପଦାଠାରେ ଥିବା ଷ୍ଟିଲପ୍ଲାଣ୍ଟରେ ବିସ୍ଫୋରଣ। ରୁଗୁଡ଼ି ସ୍ଥିତ ଏହି ଷ୍ଟିଲପ୍ଲାଣ୍ଟ ଇଣ୍ଡକସନ୍ ଫର୍ଣ୍ଣେସରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଏହି ବିସ୍ଫୋରଣରେ କ୍ଷୟକ୍ଷତି ହୋଇଥିବା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସେପଟେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି ସେନେଇ ମଧ୍ୟ କିଛି ଜଣାପଡି ନାହିଁ।

 

Get real time updates directly on you device, subscribe now.