କିଟ୍ ମାମଲା: ୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ମୃତ ଛାତ୍ରୀ
କିଟ୍ ମାମଲାରେ ନୂଆ ଅପଡେଟ୍, ୧୧ ମାସ ପୂର୍ବରୁ ଅଭିଯୋଗ କରିଥିଲେ ମୃତ ଛାତ୍ରୀ
ଭୁବନେଶ୍ୱର: କିଟ୍ କାଣ୍ଡ ନେଇ ବିଧାନସଭାରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ମୃତ ଛାତ୍ରୀ । ଜୀବନ ହାରିବାର ୧୧ ମାସ ପୂର୍ବରୁ କିଟ୍ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ।
ଏହି ଅଭିଯୋଗରେ ସେକ୍ସୁଆଲ ହାରାସମେଣ୍ଟ ସଂପର୍କିତ ଛାତ୍ରୀ ଅଭିଯୋଗ କରିଥିଲେ । ମନ୍ତ୍ରୀ ଏହି ଉତ୍ତରରେ କହିଛନ୍ତି ଯେ, ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଅଭିଯୋଗ କରିଥିଲେ ସଂପୃକ୍ତ ଛାତ୍ରୀ । ଏନେଇ ସରକାରଙ୍କ ଦ୍ୱାରା ଗଠିତ କମିଟି ତଦନ୍ତ ଜାରି ରଖିଛି ।