fbpx

ଜେଲରେ ଲାଗିବ କିଓସ୍କ

ଭୁବନେଶ୍ୱର, ୧୯ା୨ (ଓଡିଶା ଭାସ୍କର): ରାଜ୍ୟର ସବୁ ଜେଲରେ କଏଦୀଙ୍କ ପାଇଁ ଲାଗିବ କିଓସ୍କ ମେସିନ୍ । ଏହି ମେସିନ୍ ଜରିଆରେ ମାମଲାର ବିଚାର ଓ ଜାମିନ ଆବେଦନର ସ୍ଥିତି ବିଷୟରେ କଏଦୀମାନେ ଜାଣିପାରିବେ । କାରଗାର ଓ ସଂଶୋଧନ ସେବା ସମୂହ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏନେଇ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.