fbpx
BJD
BJD SKY
BJD SKY

ସ୍ତ୍ରୀ କେଉଁ ୪ଟି ପରିସ୍ଥିତିରେ ସ୍ୱାମୀ ପାଖକୁ ଯିବା ଠିକ୍ ନୁହେଁ, ଜାଣନ୍ତୁ

ଓଡ଼ିଶା ଭାସ୍କର: ଧର୍ମଗ୍ରନ୍ଥରେ ସ୍ୱାମୀ-ସ୍ତ୍ରୀଙ୍କୁ ନେଇ ଅନେକ ନିୟମ କୁହାଯାଇଛି । ଗ୍ରନ୍ଥରେ ଏହା ମଧ୍ୟ କୁହାଯାଇଛି ଯେ, ସ୍ତ୍ରୀଙ୍କୁ କେଉଁ ପରିସ୍ଥିତିରେ ସ୍ୱାମୀ ସାମ୍ନାକୁ ଯିବା ଆବଶ୍ୟକ ନୁହେଁ । ଆସନ୍ତୁ ଜାଣିବା ୪ଟି ସ୍ଥିତି ବିଷୟରେ..

ଋତୁସ୍ରାବ ସମୟରେ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ପାଖକୁ ଯିବା ଉଚିତ ନୁହେଁ । ଗ୍ରନ୍ଥରେ ଏହା ମଧ୍ୟ ଲେଖାଯାଇଛି ଯେ, ୩ ଦିନ ପର୍ଯ୍ୟନ୍ତ ସ୍ତ୍ରୀର ପାଟି ସ୍ୱାମୀର କାନକୁ ଶୁଭାନଯିବା ଆବଶ୍ୟକ ।

ଯେତେବେଳେ ସ୍ୱାମୀ କାମରୁ ଘରକୁ ଫେରୁଛନ୍ତି ସେହି ସମୟରେ ବିନା ସିନ୍ଦୁରରେ ଆପଣ ଯାଆନ୍ତୁ ନାହିଁ । ଏହାକୁ ଅଶୁଭ ବୋଲି କୁହାଯାଇଥାଏ ।

ଯଦି ସ୍ୱାମୀ ବାହାରକୁ କୁଆଡେ ଯାଇଛନ୍ତି ସେହି ସମୟରେ ସିନ୍ଦୁର ଏପଟ ସେପଟ ହୋଇଥିଲେ ତାକୁ ଆଗ ଠିକ୍ କରନ୍ତୁ । ଏହାପରେ ଆପଣ ସ୍ୱାମୀଙ୍କ ସାମ୍ନାକୁ ଯାଆନ୍ତୁ ।

ସ୍ୱାମୀଙ୍କ ସାମ୍ନାକୁ କେବେବି କ୍ରୋଧିତ ହୋଇ ଫେରନ୍ତୁ ନାହିଁ । ଏଥିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ । ଏହି ବିବାହ ଅଧିକ ବଢିଥାଏ ।

Get real time updates directly on you device, subscribe now.