fbpx

କୋରାପୁଟ ଯୁବକଙ୍କୁ ଉଠାଇନେଲା ମୁମ୍ବାଇ ଏଟିଏସ୍

ଜୟପୁର, ୧୦ା୧ (ଓଡିଶା ଭାସ୍କର): ମୁମ୍ବାଇର ଆଣ୍ଟି ଟେରୋରିଜମ ସ୍କ୍ୱାଡ (ଏଟିଏସ) କୋରାପୁଟର ଜଣେ ଯୁବକଙ୍କୁ ଉଠାଇ ନେଇଥିବା ଖବର ମିଳିଛି । ତେବେ କଳାଗୁଡ଼ାର ଖଗବତି ପାଙ୍ଗି ନାମକ ଯୁବକଙ୍କୁ ନେଇ ଏଟିଏସ ଜୟପୁର ସଦର ଥାନାରେ ପହଞ୍ଚିଥିବା ବେଳେ ଯୁବକଙ୍କୁ ଏଟିଏସ ଉଠାଇନେବା ପଛର କାରଣ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.