fbpx

ପରଲୋକରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ

ଲକ୍ଷ୍ନୌ, ୨୧/୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ପରଲୋକ ଘଟିଛି।  ଲାଲଜୀ ଟଣ୍ଡନଙ୍କ ପୁଅ ଆଶୁତୋଷ ଟଣ୍ଡନ ଏନେଇ ସୂଚନା ଦେଇଛନ୍ତି। ଲକ୍ଷ୍ନୌର ଏକ ହସ୍ପିଟାଲରେ ଲାଲଜୀ ଟଣ୍ଡନ ଚିକିତ୍ସିତ ହେଉଥିଲେ।ଦୁଇଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି। ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।

Get real time updates directly on you device, subscribe now.