fbpx

ସେବାୟତଙ୍କ ଜିଦ୍: ବେଢାରେ ଭିତରେ ଜଳିବ ଦୀପ

ଭୁବନେଶ୍ୱର,୧୧ ।୩(ଓଡିଶା ଭାସ୍କର): ଲିଙ୍ଗରାଜ ମନ୍ଦିର ବେଢା ଭିତରେ ଭକ୍ତମାନେ ଦୀପ ଜାଳି ପାରିବେ । ସେବାୟତଙ୍କ ଜିଦ୍ ଆଗରେ ଶେଷରେ ମୁଣ୍ଡ ନୁଆଁଇଛି ମନ୍ଦିର ପ୍ରଶାସନ । ମନ୍ଦିର ବେଢା ଭିତରେ ସାମାଜିକ ଦୂରତ୍ୱ ରଖି ଭକ୍ତମାନେ ଦୀପ ଜାଳିପାରିବେ । ଭକ୍ତମାନେ ଦୀପ ଜାଳିପାରିବେ ବୋଲି ଏଡିଏମ ପ୍ରଫୁଲ୍ଲ ସ୍ୱାଇଁ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ବେଢା ଭିତରେ ଦୀପ ନଜାଳିବାକୁ ମାଇକ ପ୍ରଚାର ହୋଇଥିଲା । ପ୍ରଶାସନର ଏହି ନିଷ୍ପତ୍ତିକୁ ସେବାୟତମାନେ କଡା ବିରୋଧ କରିଥିଲେ ।

Get real time updates directly on you device, subscribe now.