fbpx

ଜମି ଦୁର୍ନୀତି: ପୂର୍ବତନ ତହସିଲଦାରଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର

Advertisement

ମାଲକାନଗିରି,୬ ।୫(ଓଡିଶା ଭାସ୍କର): ଜମି ଦୁର୍ନୀତି ମାମଲାରେ ମାଲକାନଗିରି କାଲିମେଳାର ପୂର୍ବତନ ତହସିଲଦାରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଜମି ଦୁର୍ନୀତି ଅଭିଯୋଗରେ ଆଲୋକଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର ।

ସୂଚନା ମୁତାବକ, ଆଲୋକଙ୍କ ନାଁରେ ଅଭିଯୋଗ ପରେ ପ୍ରଥମେ ତାଙ୍କୁ କୋରାପୁଟ ବଦଳି କରାଯାଇଥିଲା । ବର୍ତ୍ତମାନ ସମୟରେ ଆଲୋକ କୋରାପୁଟ ସହକାରୀ ଜିଲ୍ଲାପାଳ ଦାୟିତ୍ୱରେ କାର୍ଯ୍ୟରତ ଥିଲେ ।

Get real time updates directly on you device, subscribe now.