fbpx

ରାଜଧାନୀରେ ‘ମୋ ଖତ’ର ଶୁଭାରମ୍ଭ

Advertisement

ଭୁବନେଶ୍ୱର,୮ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିଏମସି ଅଞ୍ଚଳର ପରିମଳରୁ ପ୍ରସ୍ତୁତ ହେଉଛି ‘ମୋ ଖତ’ । ଓଦା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହୋଇଛଇ ମୋ ଖତ । ଭୁବନେଶ୍ୱରର ୮ଟି ଏମସିସିରୁ ବାହାରୁଛି ଜୈବିକ ସାର । ୫ କେଜି ପାଇଁ ୧୨୫ ଟଙ୍କା ଧାର୍ଯ୍ୟ କରିଛି ବିଏମସି । ତେବେ ‘ମୋ ଖତ’ ଅନଲାଇନରେ ମିଳିବ ।

Get real time updates directly on you device, subscribe now.