କଲରାପତରିଆ ବାଘ ଭୟରେ ଥରୁଛନ୍ତି ନୂଆପଡ଼ାବାସୀ

ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ

ନୂଆପଡ଼ା: ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ। ଏଠାରେ ଗାଁ ବାସୀ ବାଘ ଭୟରେ ଘରୁ ପଦାକୁ ବାହାରୁ ନାହାନ୍ତି। କୁମନା ୱାଇଲ୍ଡଲାଇଫ ଅନ୍ତର୍ଗତ ଖୋଲିଭିତର ଗାଁରେ ବାଘ ଆତଙ୍କ ଖେଳିଯାଇଛି।

ଏହି ବାଘ ଗୋଟିଏ ଛେଳି ମାରି ଖାଇସାରିଲାଣି। ଏନେଇ ବନବିଭାଗ ସୂଚନା ଦେଇଛି ଯେ, ଏହା କଲରାପତରିଆ ବାଘ। ଏମିତି ବାଘ ଆତଙ୍କ ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ଏହି ଘଟଣା ପ୍ରଥମ ନୁହେଁ।