ହୀରାକୁଦ ଜଳଭଣ୍ଡାରର କମିବାରେ ଲାଗିଛି ଜଳସ୍ତର। ବାସ୍ତବରେ ହୀରାକୁଦକୁ ପାଣିର ପ୍ରବେଶ କମ ଥିବାବେଳେ ନିଷ୍କାସନ ଅଧିକ ହେଉଛି।
ହୀରାକୁଦ ଗେଟରେ 20ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବାବେଳେ ଏବେ ହୀରାକୁଦ ଡ୍ୟାମର ଜଳସ୍ତର 608.04 ଫୁଟ ରହିଛି।
ହୀରାକୁଦକୁ ପ୍ରବେଶ କରୁଛି 2 ଲକ୍ଷ 33 ହଜାର 824 କ୍ୟୁସେକ ଜଳ ଏବଂ ନିଷ୍କାସନ ହେଉଛି 3 ଲକ୍ଷ 32 ହଜାର 491 କ୍ୟୁସେକ ଜଳ।