fbpx

ବନ୍ଦ ହେଲା ଲିଙ୍ଗରାଜଙ୍କ ଦର୍ଶନ

ଭୁବନେଶ୍ୱର ୧୮ ।୪ (ଓଡିଶା ଭାସ୍କର) : ବନ୍ଦ ହେଲା ଲିଙ୍ଗରାଜଙ୍କ ଦର୍ଶନ । ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ । ସେବାୟତଙ୍କ କରୋନା ପଜିଟିଭ ଚିହ୍ନଟ ଯୋଗୁ ଦର୍ଶନ ବନ୍ଦ ଲାଗି ନିଷ୍ପତ୍ତି ନିଆ ହୋଇଛି । ସେବାୟତଙ୍କ ଦ୍ୱରା ନିତୀକାନ୍ତି କରିବାକୁ ହୋଇଛି ନିଷ୍ପତ୍ତି । ପୂର୍ବ ନିଷ୍ପତ୍ତି ଅନୁସାରେ ଅଶୋକାଷ୍ଟମୀରେ ହେବ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ।

Get real time updates directly on you device, subscribe now.