fbpx

ଅଗ୍ନିଶମ ଦାୟିତ୍ୱ ନେଲେ ଏମ ଅକ୍ଷୟ

Advertisement

ଭୁବନେଶ୍ୱର,୯ ।୩(ଓଡିଶା ଭାସ୍କର): ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଏମ ଅକ୍ଷୟ । ଏମ ଅକ୍ଷୟ ହେଉଛନ୍ତି ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ । ଗତକାଲି ଅଗ୍ନିଶମ ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ତାଙ୍କୁ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ସତ୍ୟଜିତ ମହାନ୍ତିଙ୍କ ଅବସର ପରେ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପଦ ଖାଲି ପଡିଥିଲା ।

Get real time updates directly on you device, subscribe now.