fbpx

ଆଜି ରତ୍ନବେଦୀରେ ଦର୍ଶନ ଦେବେନି ମହାବାହୁ… ଶ୍ରୀମନ୍ଦିରରେ ସମ୍ପନ୍ନ ହେବ ରାହୁରେଖା ଲାଗି ନୀତି

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ଚତୁର୍ଦ୍ଧାମୁରତୀ । ମହାପ୍ରଭୁଙ୍କ ଦିବ୍ୟଦର୍ଶନ ପାଇବାରୁ ବଞ୍ଚିତ ରହିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଶ୍ରୀମନ୍ଦିରରେ ଗୁପ୍ତ ନୀତି ପାଇଁ ଆଜି ୪ ଘଣ୍ଟା ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ପାଇଁ ୪ ଘଣ୍ଟାର ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ ୨ଟା ରୁ ସନ୍ଧ୍ୟାୟ ୬ଟା ପର୍ଯ୍ୟନ୍ତ ଚତୁର୍ଦ୍ଧାମୁରତୀଙ୍କ ଦିବ୍ୟ ଦର୍ଶନରୁ ମୁକ୍ତ ରହିବେ ଭକ୍ତଗଣ ।

Get real time updates directly on you device, subscribe now.