fbpx

ଭାଙ୍ଗିଗଲା ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ବନ୍ଧ: ମୁଣ୍ଡରେ ହାତ ଦେଲେ ଚାଷୀ

କାଲିମେଳା(ଓଡ଼ିଶା ଭାସ୍କର): ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ବନ୍ଧ ଭାଙ୍ଗିଯାଇଛି । ୨୦ରୁ ୨୫ ଫୁଟ ଓସାରରେ ଭାଙ୍ଗିଯାଇଛି କେନାଲ ବନ୍ଧ । ୫୦ରୁ ୬୦ ଏକର ଚାଷଜମିରେ ମାଡ଼ିଯାଇଛି ପାଣି । ୫ ଫୁଟ ଉଚ୍ଚର ପାଣି ଧାନ ଚାଷଜମିରେ ଲହଡି ମାରୁଛି । ଭୋର ସମୟରୁ ମୁଖ୍ୟ କେନାଲ ବନ୍ଧ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଚାଷ ଜମି ନଷ୍ଟ ହେବାକୁ ନେଇ ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି ।

Get real time updates directly on you device, subscribe now.