fbpx

କଟକ ଏସ୍‌ସିବି ସଂପ୍ରସାରଣ କାମ ବେଳେ ବଡ଼ ଅଘଟଣ; ଖସି ପଡ଼ିଲା କ୍ରେନ୍, ୩ ଶ୍ରମିକ ଗୁରୁତର

କଟକ: (ଓଡ଼ିଶା ଭାସ୍କର) ଏସ୍‌ସିବି ସଂପ୍ରସାରଣ କାମ ବେଳେ ଘଟିଲା ବଡ଼ ଧରଣର ଅଘଟଣ । ହସ୍ପିଟାଲ ବିଲ୍ଡିଂ ନିର୍ମାଣ କାର୍ଯ୍ୟରେ ଲାଗିଥିବା ଖସି ପଡ଼ିଲା କ୍ରେନ୍‌ । କ୍ରେନ୍ ଭାଙ୍ଗି ପଡ଼ିଯିବାରୁ ୩ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ହୋଇଥିବା ୩ ଶ୍ରମିକଙ୍କୁ ଏସ୍‌ସିବି କାଜୁଆଲଟିରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.