fbpx

ମାଲକାନାଗିରି ପୋଷ୍ଟ ଅଫିସରେ ଦୁର୍ନୀତି ମାମଲା: ୩୦ ଦିନ ଭିତରେ ରିପୋର୍ଟ ଦିଅ, ନଚେତ୍ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ରେଳମନ୍ତ୍ରୀ

କୋରାପୁଟ: ମାଲକାନାଗିରି ପୋଷ୍ଟ ଅଫିସ୍ ରେ ଦୁର୍ନୀତି ମାମଲା । ଜୟପୁରର ସଦର ଡିଭିଜନ୍ ଏସଏସପିଙ୍କୁ ୩୦ ଦିନର ସମୟ ସୀମା ଭିତରେ ରିପୋର୍ଟ ଦେବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସମୟସୀମା ମଧ୍ୟରେ ରିପୋର୍ଟ ନଦେଲେ କଡ଼ା କାର୍ଯ୍ୟନୁଷ୍ଠାନ ଳଗ୍ରହଣ କରାଯିବା ବୋଲି କୁହାଯାଇଛି । ସୂଚନା ପ୍ରଯୁକ୍ତି ଓ ରେଳ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.