fbpx

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ସୂଚୀ, ଜାଣନ୍ତୁ କେଉଁ ଦିନ କେଉଁ ପରୀକ୍ଷା?

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର): ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ସୂଚୀ ଆଜି ପ୍ରକାଶ ପାଇଛି । ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ମେ ୩ ତାରିଖ ପ୍ରଥମ ଦିନ ମାତୃଭାଷା ଓଡିଆ ପରୀକ୍ଷା ହେବ । ଏହା ସହ ୫ରେ ଇଂରାଜୀ, ୭ରେ ତୃତୀୟ ଭାଷା ହିନ୍ଦୀ, ମେ ୮ରେ ସଂସ୍କୃତ, ୯ରେ ଭିଜୁଆଲ ଆର୍ଟ, ୧୦ରେ ଗଣିତ ପରୀକ୍ଷା,ମେ ୧୨ରେ ବିଜ୍ଞାନ ଓ ୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ମିଳିବ ।

Get real time updates directly on you device, subscribe now.