fbpx

ବଢିଲା ମାଟ୍ରିକ୍ ଫର୍ମ ପୂରଣର ଅବଧି

ଭୁବନେଶ୍ୱର,୧୦ ।୨(ଓଡିଶା ଭାସ୍କର): ମାଟ୍ରିକ୍ ପାର୍ଷିକ ପରୀକ୍ଷା ଫର୍ମ ପୂରଣ ଅବଧି ୨ ଦିନ ବୃଦ୍ଧି ପାଇଛି । ୧୨ ଫେବ୍ରୁଆରୀ ମଧ୍ୟରାତ୍ରୀ ଯାଏଁ ଫର୍ମ ପୂରଣର ଅବଧିକୁ ବୃଦ୍ଧି କରାଯାଇଛି । ଯଦି ପିଲା ଫର୍ମ ପୂରଣ କରିନଥିବେ, ତେବେ ଅନୁଷ୍ଠାନର ମୁଖ୍ୟ ଫର୍ମ ପୂରଣ କରିପାରିବେ । ମାଟ୍ରିକ ଫର୍ମ ପୂରଣ ଅବଧି ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.