Big Breaking: ପ୍ରକାଶ ପାଇଲା Matric Result, ରେଜଲ୍ଟ ପୁସ୍ତକ ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ
ଆସିଲା ମାଟ୍ରିକ୍ ରେଜଲ୍ଟ
ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ । ରେଜଲ୍ଟ ପୁସ୍ତକ ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ । କଟକ ବୋର୍ଡ ଅଫିସରେ ପ୍ରକାଶ ପାଇଛି ଏହି ମାଟ୍ରିକ୍ ରେଜଲ୍ଟ ।
ଚଳିତ ବର୍ଷ ପାସ୍ହାର ରହିଛି ୯୪.୯୩% । ୫ ଲକ୍ଷ ୨ ହଜାର ୪୧୭ ଜଣ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା । ଏଥିରୁ ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରଛାତ୍ରୀ ।
A1-୧୮୧୨, A2-୧୨,୨୦୦, B1-୩୮,୮୩୧ ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।