ଟଙ୍କାର ଗଦିରେ ଶୁଅନ୍ତି ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି, ସଫଳତା ଏମାନଙ୍କର ପାଦ ଛୁଁଏ
ଧନୀ ହୁଅନ୍ତୁ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି
ଓଡ଼ିଶା ଭାସ୍କର: ୧୨ ମାସ ମଧ୍ୟରୁ ଲକ୍ଷ ଲକ୍ଷ ଲୋକେ ଭିନ୍ନ ଭିନ୍ନ ମାସରେ ଜନ୍ମ ଗ୍ରହଣ କରିଥାଆନ୍ତି। ସବୁ ଲୋକଙ୍କର ଭିନ୍ନ ଭିନ୍ନ ପରିଚୟ ହୋଇଥାଏ। ପ୍ରତି ବ୍ୟକ୍ତିଙ୍କ ସ୍ୱଭାବ ଭିନ୍ନ ହୋଇଥାଏ।
ତେବେ ଆସନ୍ତୁ ଜାଣିବା ଜୁଲାଇ ମାସରେ ଜନ୍ମ ନେଇଥିବା ବ୍ୟକ୍ତି କିପରି ହୋଇଥାଆନ୍ତି।
ସ୍ୱଭାବ: ଶାନ୍ତ ସ୍ୱଭାବର ହୋଇଥାଆନ୍ତି। ଏମାନେ ଭାବି ଚିନ୍ତି ନିଷ୍ପତ୍ତି ନେଇଥାଆନ୍ତି। ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମନ ସ୍ୱଚ୍ଛ ହୋଇଥାଏ। ଏମାନେ କାହା ସହ ବିବାଦ କରିବାକୁ ପସନ୍ଦ କରିନଥାଆନ୍ତି।
କ୍ୟାରିୟର: ଏମାନଙ୍କୁ କ୍ୟାରିୟରରେ ସଫଳ ମିଳିଥାଏ। କିନ୍ତୁ ଏମାନେ ସଫଳତା ପାଇବାକୁ ବହୁତ କଷ୍ଟ କରିଥାଆନ୍ତି। କଷ୍ଟର ଫଳ ପ୍ରାପ୍ତି ହୋଇଥାଏ ଜୁଲାଇ ମାସରେ ଜନ୍ମ ନେଇଥିବା ବ୍ୟକ୍ତି।
ଲଭ୍ ଲାଇଫ: ଏମାନେ ପ୍ରେମ କ୍ଷେତ୍ରରେ ସତର୍କ ରହିଥାଆନ୍ତି। ଏମାନେ ଯାହାକୁ ପ୍ରେମ କରନ୍ତି ସଚ୍ଚୋଟତାର ସହ କରନ୍ତି। ନିଜ ପାର୍ଟନରଙ୍କ ସହ ସବୁ ସମୟରେ ଠିଆ ହୁଅନ୍ତି।
ଯେଉଁମାନେ ଜୁଲାଇରେ ଜନ୍ମ ନେଇଥାଆନ୍ତି ସେମାନେ ପରିଶ୍ରମୀ ହୋଇଥାଆନ୍ତି। ଯେଉଁ କାମକୁ ଏମାନେ ବାଛନ୍ତି ତାହାକୁ ପୂରଣ କରିକି ହିଁ ରହିଥାଆନ୍ତି। ଏମାନେ ଯେତେ ଜଲଦୀ ରାଗନ୍ତି ସେତେ ଜଲଦୀ ଥଣ୍ଡା ହୋଇଯାଆନ୍ତି। ଏମାନଙ୍କ ଆର୍ଥିକ ସ୍ଥିତି ବହୁତ ଭଲ। ଏମାନେ ଭାବି ଚିନ୍ତି ଖର୍ଚ୍ଚ କରିଥାଆନ୍ତି।