fbpx

ଡେଙ୍ଗୁ ସତର୍କତାକୁ ନେଇ ପ୍ରତିକ୍ରିୟା ରଖିଲେ ମେୟର ସୁଲୋଚନା ଦାସ

ଭୁବନେଶ୍ୱର: ଭୁବନେଶ୍ୱରରେ ଡେଙ୍ଗୁ ବ୍ୟାପିବା ପ୍ରସଙ୍ଗକୁ ନେଇ ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ‘ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣରେ ରହିଛି ତଥାପି ଆମକୁ ସତର୍କ ରହିବାକୁ ହେବ । ସମସ୍ତ ୱାର୍ଡ଼ରେ ମଶା ଧୂଆଁ, ବୁିସ୍ କଟିଂ କରାଯାଉଛି । ପ୍ରତି ଶୁକ୍ରବାର ଡ୍ରାଏ ଡେ ପାଳନ ହେଉଛି ।’ ଘର ଆଖପାଖରେ ପାଣି ଜମିବାକୁ ନେଇ ସମସ୍ତେ ଦୃଷ୍ଟି ଦିଅନ୍ତୁ ବୋଲି ସେ କହିଛନ୍ତି । ଡେଙ୍ଗୁ ଦମନ ପାଇଁ ଲୋକେ ଲୋକେ ସଚେତନ ରହିବା ଜରୁରୀ ।

କେନ୍ଦ୍ର ମନ୍ତ୍ରୀଙ୍କ ପତ୍ନୀଙ୍କ ବିୟୋଗ ଦୁଃଖଦାୟକ । ଡେଙ୍ଗୁ ଦମନ ପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ମିଳିତ ଭାବେ କାମ ଚାଲିଛି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।

Get real time updates directly on you device, subscribe now.