fbpx

ଏଣିକି ଲୋକେ ବାଛିବେ ମେୟର୍ ଓ ଅଧ୍ୟକ୍ଷ, ଜାଣନ୍ତୁ କେମିତି

ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି ଲୋକେ ବାଛିବେ ମେୟର । ସିଧା ସଳଖ ଭାବେ ଭୋଟ ଦେଇ ଲୋକେ ବାଛିବେ ଅଧ୍ୟକ୍ଷ ଓ ମେୟର । ପ୍ରସ୍ତାବିତ ସଂଶୋଧନରେ ଲୋକଙ୍କୁ ମିଳିବ କ୍ଷମତା । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଡ୍ରାଫ୍ଟ ନୋଟିଫିକେସନ ହୋଇଛି ।

ସୂଚନା ଯୋଗ୍ୟ ଯେ ପୂର୍ବରୁ କାଉନସିଲର୍ ଓ କର୍ପୋଟେର୍ ହିଁ ମେୟର୍ ବାଛି ପାରୁଥିଲେ । ତେବେ ପୌରପାଳିକା ନିୟମ ୧୯୯୪ରେ ସଂଶୋଧନ ପାଇଁ ବିଭାଗ ପକ୍ଷରୁ ଡ୍ରାଫ୍ଟ ନୋଟିଫିକେସନ୍ ହୋଇଛି । ଏନେଇ ମାସେ ଭିତରେ ନଗର ଉନ୍ନୟନ ବିଭାଗ ସଚିବଙ୍କ ନିକଟରେ ଅଭିଯୋଗ କରିହେବ ।

Get real time updates directly on you device, subscribe now.