fbpx

ଆସନ୍ତାକାଲି NEST ପରୀକ୍ଷା

ଭୁବନେଶ୍ୱର: ନାଇଜରରେ ନାମଲେଖା ପାଇଁ ଆସନ୍ତାକାଲି ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ (NEST) ପରୀକ୍ଷା । ଓଡ଼ିଶାରେ ୩୩ଟି ସେଣ୍ଟରରେ ହେବ NEST ପରୀକ୍ଷା । ଓଡ଼ିଶାରେ ପରୀକ୍ଷା ଦେବେ ୯ ହଜାର ପରୀକ୍ଷାର୍ଥୀ । NEST ପରୀକ୍ଷା ପାଇଁ ସାରା ଦେଶରେ କରାଯାଇଛି ୧୨୦ ଟି କେନ୍ଦ୍ର । ଦେଶରେ ମୋଟ ୧୨୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ୪୦ ହଜାର ପରୀକ୍ଷାର୍ଥୀ । ଦୁଇଟି ସିଟିଂରେ ହେବ ପରୀକ୍ଷା । ପ୍ରଥମ ସିଟିଂ ସକାଳ ୯ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ , ଦ୍ୱିତୀୟ ସିଟିଂ ୨ଟା ୩୦ରୁ ସନ୍ଧ୍ୟା ୬ଟା ହେବ ।

Get real time updates directly on you device, subscribe now.