ଆମେରିକା: ସାଧାରଣ ନାଗରିକଙ୍କ ପାଇଁ ଖୁସି ଖବର। ବିଶେଷ କରି ଯେଉଁମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ଏବଂ ଦୈନନ୍ଦିନ ଜୀବନରେ ସେମାନଙ୍କର ଔଷଧର ଆବଶ୍ୟକତା ରହିଛି। କାରଣ ଏବେ ମେଡିସିନ ଶସ୍ତା ହେବାକୁ ଯାଉଛି।
ହଁ ଔଷଧ ଏବେ ପାଖାପାଖି ୮୦ ପ୍ରତିଶତ ଶସ୍ତା ହେବାକୁ ଯାଉଛି। ଔଷଧ ଶସ୍ତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି। ହଁ ଆମେରିକାରେ ଔଷଧ ଶସ୍ତା ହେବ ବୋଲି କୁହାଯାଉଛି। କାରଣ ନିଜେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଆମେରିକାବାସୀଙ୍କ ପାଇଁ ଏହା ଏକ ଖୁସି ଖବର। ଆମେରିକାରେ ଔଷଧ ଏବେ ଶସ୍ତା ହେବାକୁ ଯାଉଛି। ଔଷଧ ଶସ୍ତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କୁହାଯାଉଛି ଔଷଧ ଗୁଡିକରେ ୮୦ ପ୍ରତିଶତ ଶସ୍ତା ହେବାର ସମ୍ଭାବନା ରହିଛି।