fbpx

ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ

Advertisement

ଭୁବନେଶ୍ୱର,୧୫/୧୧(ଓଡିଶା ଭାସ୍କର): ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ। ପ୍ରଶ୍ନକାଳ ରହିବ କି ନାହଁ ସେନେଇ ଆଲୋଚନା ହେବ। ଏହା ସହ ଗୃହ କିଭଳି ସୁରୁଖୁରୁରେ ଚାଲିବ ସେନେଇ ମଧ୍ୟ ଆଲୋଚନା ହେବ। ଗତ ଅଧିବେଶନ ପରି ଚାଲିବ ଅଧିବେଶନ। ଦୈନିକ ୨ଟି ପର୍ଯ୍ୟାୟରେ ଚାଲିବ ଗୃହକାର୍ଯ୍ୟ।

Get real time updates directly on you device, subscribe now.