ବୌଦ୍ଧ: କ୍ରସର ଏବଂ ପଥର କ୍ୱାରି ଉପରେ ଖଣି ବିଭାଗର ଚଢ଼ାଉା
ରାଜସ୍ୱ ଫାଙ୍କି ଥିବା ଅଭିଯୋଗରେ ଏଆରଏସଏସ୍ ଠିକା ସଂସ୍ଥା ପଥର କ୍ୱାରି(ବାଇଶପଡ଼ା ପ୍ଲାଣ୍ଟ୍) ଉପରେ ଚଢ଼ାଉ କରାଯାଇଥିବା ଖବର ସାମ୍ନାକୁ ଆସିଛିା
ଏହି ଚଢ଼ାଉରେ ଖଣି ଅଧିକାରୀଙ୍କ ସହ ହାଭଙ୍ଗା ତହସିଲଦାର ସାମିଲ ଥିବା ଜଣାପଡ଼ିଛିା
କହିରଖୁଛୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଚଢ଼ାଉ ସ୍ଥାନରେ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛିା