Breaking: ପରିବାର ଉଜାଡ଼ିଦେଲା ମୋ ବସ୍, ଝିଅ ପରେ ମା’ ବୁଜିଲା ଆଖି

ଭୁବନେଶ୍ୱର: ମୋ ବସ୍ ଦୁର୍ଘଟଣାରେ ଆହତ ମହିଳାଙ୍କ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଆଖିବୁଜିଲେ ।

ଏମ୍ସରେ ପ୍ରାଣ ହରାଇଲେ ରାଜକୁମାରୀ ପ୍ରଧାନ । ପାତ୍ରପଡ଼ାରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ହୋଇଥିଲେ ଭର୍ତ୍ତି ।

ମୃତକଙ୍କ ଘର ଫୁଲବାଣୀ ହୋଇଥିବାବେଳେ ଭୁବନେଶ୍ୱରରେ ରହୁଥିଲେ । ଶୁକ୍ରବାର ଦୁର୍ଘଟଣାରେ ଯାଇଥିବା ଝିଅଙ୍କ ଜୀବନ ।