fbpx

ବଡ଼ ଖବର; ଆସନ୍ତାକାଲିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ: ଘୋଷଣା କଲେ ନିର୍ବାଚନ କମିଶନ୍

ନୂଆଦିଲ୍ଲୀ: ଆସନ୍ତାକାଲି ଚଳିତବର୍ଷର ଲୋକସଭା ନିର୍ବାଚନ ତାରିଖ ଘୋଷଣା କରାଯିବ । ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ଦିଆଯାଇଛି । ଏହାସହିତ କମିଶନ୍ ଘୋଷଣା କରିଛନ୍ତି ଯେ, କାଲିଠାରୁ ହିଁ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ କରାଯିବ ।

Get real time updates directly on you device, subscribe now.