fbpx

(Video)ମା’-ଝିଅଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ମୁଁ ଧାରଣାରେ ବସିବି, ନଚେତ୍ ଆତ୍ମାହୂତି ଦେବି: ସୌମ୍ୟଙ୍କ ମାଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲ୍ ତଥା ଯୁବ ବ୍ୟବସାୟୀ ସୌମ୍ୟଙ୍କ ଆତ୍ମହତ୍ୟା ଘଟଣା ଏବେ ଚର୍ଚ୍ଚାରେ ରହିଛି । ପୁଅର ମୃତ୍ୟୁକୁ ନେଇ ସବୁଠୁ ଅଧିକ ମର୍ମାହତ ହୋଇଥିବା ତାଙ୍କ ପରିବାର ଲୋକ ବିଶେଷ କରି ତାଙ୍କ ବାପା ଏବଂ ମାଆଙ୍କ ଆଖିରୁ ଲୁହ ଶୁଖିବାର ନାଁ ଧରୁନାହିଁ । ଏହା ଭିତରେ ସୌମ୍ୟଙ୍କ ମାଆଙ୍କ ପ୍ରତିକ୍ରିୟା ପୁଣି ସାମନାକୁ ଆସିଛି । ସେ କହିଛନ୍ତି ଯେ, ସୋନାଲି ଓ ତାଙ୍କ ମାଆଙ୍କୁ ଗିରଫ କରାଯାଉ । ଆଉ ଯଦି ଗିରଫ ନକରାଯାଏ ତାହେଲେ ସେ ଧାରଣାରେ ବସିବେ ନଚେତ୍ ଆତ୍ମାହୂତି ଦେବେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.