ନୂଆଦିଲ୍ଲୀ: ବାଗେଶ୍ୱର ଧାମରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ନେଲେ ଭାଗ ।
କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମୋଦି କହିଲେ, ମହାକୁମ୍ଭ ମେଳା ଆମର ଏକ ପର୍ବ । ପ୍ରୟାଗରାଜରେ ଚାଲିଛି ଏକତାର ମହାକୁମ୍ଭ ।
ଆଗାମୀ ଦିନରେ ଏହା ପ୍ରେରଣାର ଉତ୍ସ ହେବ । କିଛି ନେତା ଏହାକୁ ତାତ୍ସଲ୍ୟ କରୁଛନ୍ତି ।
ମତ, ମାନ୍ୟତା ଓ ମନ୍ଦିର ଉପରେ ଏହା ଆକ୍ରମଣ । କିଛି ଲୋକ ହିନ୍ଦୁ ଆସ୍ଥାକୁ ହୀନମନ୍ୟ ଭାବୁଛନ୍ତି ।