fbpx

ଘୁଞ୍ଚିଲା ମୋଦୀଙ୍କ ଶପଥ ଗ୍ରହଣ ତାରିଖ, ଜାଣନ୍ତୁ କେଉଁ ଦିନ ହେବ ଶପଥ ଗ୍ରହଣ ସମାରୋହ

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏନଡିଏ ସରକାରର ଶପଥ ଗ୍ରହଣ ସମାରୋହକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । ଏହାରି ମଧ୍ୟରେ ଶପଥ ଗ୍ରହଣ ତାରିଖକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ମିଳିଥିବା ସୂତ୍ରରୁ ଜଣାପଡିଛି ଜୁନ୍ ୮ ପରିବର୍ତ୍ତେ ଏବେ ଜୁନ୍ ୯ରେ ଶପଥ ଗ୍ରହଣ ସମାରୋହ ହେବ । ପ୍ରଧାନମନ୍ତ୍ରୀ ଜୁନ୍ ୯ ଅର୍ଥାତ୍ ଶନିବାର ତୃତୀୟ ବାର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ । ଏବେ ମନ୍ତ୍ରୀମଣ୍ଡଳ ଗଠନକୁ ନେଇ ବୈଠକ ଚାଲିଛି ।

ଲୋକସଭା ନିର୍ବାଚନରେ ଏନଡିଏକୁ ବହୁମତ ମିଳିଛି ଓ ତୃତୀୟ ବାର ଏନଡିଏ ସରକାର ଗଠନ କରିବାକୁ ଯାଉଛି । ଏନ଼ଡିଏ ୨୯୨ ସିଟ୍‌ରେ ଜିତି ବହୁମତ ହାସଲ କରିଛି ।

Get real time updates directly on you device, subscribe now.